STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ହସ୍ତୀ ଜଣାଣ

ହସ୍ତୀ ଜଣାଣ

1 min
12.3K

ଭୋ ରାଜନ୍ !

ମୋହଗ୍ରସ୍ତ ଦୃଷ୍ଟାରୂଢ଼ କଲା କି ପାରିଜାତ ବନ

ନା ମତୁଆଲା କରିଦେଲା.. 

ମେନକା ଉର୍ବଶୀଙ୍କ ଖୋଲା ଅଙ୍ଗ ପ୍ରଦର୍ଶନ, 

ଏମିତିକା କେତେ ଦିନ?

କର୍ଣ୍ଣ ଡେରି ବାରେ ଶୁଣ 

ମଲା ମାଟି ସେଠି କରୁଚି କ୍ରନ୍ଦନ 

ଯୁଆଡେ ବି ଦେଖ ଖାଲି ଶୁଷ୍କ ରୁକ୍ଷ ଜରାଜୀର୍ଣ୍ଣ 

ଦୁଃଖକୁ ଦ୍ଵିଗୁଣିତ କରିଛି ପ୍ରଚଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy