Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Children

3  

ବି. ନିରୁପମା

Action Inspirational Children

ହସ ଖେଳୁ ତା' ମୁହେଁ

ହସ ଖେଳୁ ତା' ମୁହେଁ

1 min
207


ବେଲୁନବାଲା ବେଲୁନ ଦିଅ,

ଖେଳିବା ପାଇଁ କହୁଛି ଝିଅ

ପଇସା ରଖ ଗଣି ।


ସେଇଠି ପରା କଚାଡ଼ି ଗୋଡ଼,

କହିଲା-'ନେବି ସବୁଠୁ ବଡ଼'

ଆଣିଲା କାନି ଟାଣି ।


ମେଞ୍ଚଡ଼ ଖଣ୍ଡେ ବୁଦ୍ଧି ତା' ବେଶୀ,

ମୋ କାମ ଦେଖେ ପାଖରେ ବସି

କହେ ସେ "ମାଆ ରହ ।


ଖଟିଲେ ଏତେ କାଟିବ ତୋତେ,

କରି ମୁଁ ଦେବି ତୋ କାମ ଯେତେ

କିସ କରିବି କହ ।


ଛବିବହି ତା' ଧରିକି ଦେଖେ,

ସିଲଟ ଧରି ସଂଖ୍ୟାକୁ ଲେଖେ

ଅବୁଝା ଏତେ ନୁହେଁ ।


ସବୁ କଥାରେ ଯାଏ ସେ ବୁଝି,

ବେଲୁନ ଟାଏ ମାଗୁଛି ଆଜି

ହସ ଖେଳୁ ତା' ମୁହେଁ ।


Rate this content
Log in

Similar oriya poem from Action