Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Classics Others

3  

Anita Jena

Abstract Classics Others

ହୃଦୟର ବେଦନା

ହୃଦୟର ବେଦନା

1 min
220


ହୃଦୟର ବେଦନା

      କାହାକୁ ବା ଜଣା,

ରାତିସାରା ଝରେ ଲୁହ

     ଲୁଚେଇବାକୁ ମନର କୋହ ।


ବିଶ୍ବାସୀ ଲୋକର

       ପ୍ରତାରଣା,

କରି ଦେଲା ଆଜି

         ବାଟବଣା ।


ବେଶ୍ କିଛି ଦିନ ପାଦ ଥିଲା

        ଫୁଲ ଭରା ରାସ୍ତାରେ,

ଆଜି ରାସ୍ତା ମୋର ଭରିଗଲା

      ଯନ୍ତ୍ରଣା ର କଣ୍ଟାରେ ।


ମନର କୋହ ଏ

     ନୁହେଁ ଶରୀରର ଆଘାତ,

କେମିତି ସହିବି ଏ

      ବେଦନାର କଷ୍ଟ ।


ସ୍ବାର୍ଥ ସରିଗଲେ ଏଠି

       ସବୁ ତ ଅଚିହ୍ନା,

ଖେଳନ୍ତି ହୃଦୟ ସହ

        ଭାବି ଖେଳନା ।


ବଞ୍ଚିବାକୁ ହବ ଏଠି

      ଲୁହ ପିଇ ପିଇ,

ଯନ୍ତ୍ରଣାର କଷ୍ଟରେ ମରିବାକୁ ହେବ

       ନିଜ ଭୁଲ୍ ପାଇଁ ।


ଦୁନିଆ ଆଗରେ ହସିବାକୁ ହେବ

      ମନ ଯାଉ ପଛେ ଭାଙ୍ଗି,

ବୁଝାଇବାକୁ ହେବ ହୃଦୟ କୁ ମୋ

      ତତେ ଭୁଲି ଯିବା ପାଇଁ । । ।


Rate this content
Log in

Similar oriya poem from Abstract