Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Inspirational

3  

Anita Jena

Inspirational

ଆମ ଇତିହାସ

ଆମ ଇତିହାସ

1 min
256


ହଜାର ହଜାର ବର୍ଷ 

       ତଳର ଯୁଦ୍ଧ,

ଲୋକଲୋଚନକୁ ଆଣେ

       ଆମ ଇତିହାସ ।


ଉପନିବେଶବାଦ ହେଉ

        ଅବା ରୁଷ୍ ବିପ୍ଳବ,

ଖ୍ରୀଷ୍ଟ ପୂର୍ବ ହେଉ ଅବା

        ସମାଜ ସଂସ୍କୃତି ଭାବ ।


ସବୁ କିଛି ଉନ୍ମୋଚନ କରେ

     ମସିହା, କାରଣ, ଫଳାଫଳ,

ବିଶ୍ଵ ଯୁଦ୍ଧ ପରେ ପରେ

      ଅର୍ଥନୀତିର ସଙ୍କଟ ।


ଅତୀତର ଘଟଣାକୁ

       କରେ ଲିପିବଦ୍ଧ,

ଅସ୍ତ୍ରଶସ୍ତ୍ର ନୁହେଁ ଆଦର୍ଶ ଗତ ବିଭେଦର

    ହୋଇଥିଲା ଶୀତଳ ଯୁଦ୍ଧ ।


ଭାସ୍କୋଡାଗାମାଙ୍କ ଜଳପଥ ଆବିଷ୍କାର

     ଶାହାଜାନଙ୍କ ତାଜମହଲ,

ସବୁକିଛିର ବାର୍ତ୍ତା ଦିଏ

     ଆମ ଏ ଇତିହାସ ।


ଋଷ ବିପ୍ଳବ ଠାରୁ  

       ଉପନିବେଶବାଦ,

   ଗୋଷ୍ଠୀ ନିରପେକ୍ଷତା ପାଇଁ 

    ଜବାହରଲାଲ ନେହେରୁଙ୍କ ନେତୃତ୍ଵ ।

     

ଅତୀତର ଘଟଣାବଳୀକୁ

    ଇତିହାସ କରେ ବର୍ଣ୍ଣିତ ।

ସମୟ ଯାଉଛି ବିତିବିତି

    ହେଲେ ଇତିହାସର ନାହିଁ ଇତି । । ।


Rate this content
Log in

Similar oriya poem from Inspirational