STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

2  

ନାୟକ ଅକ୍ଷୟ ରାଜହସ୍ତୀ

Romance

ହୃଦୟ

ହୃଦୟ

1 min
3.1K

ତମକୁ ଦେଖିଲା ପରେ

ମୋ କୁଆଁରୀ ପଣ କୁ ପୁଣ୍ଯ ପଣତ କାନିରେ

ରଖି କଣ ବା ମିଳିବ ମୋତେ..

ମୁଁ ଆଉ ମୋର ହେଇ କି ନାହିଁ..

ଆଜି କାଲି ବେଳ କାଳ ବି ଭଲ ନୁହଁ

ସେଇ କଥା ଭାବି କୃଷ୍ଣପକ୍ଷ ରାତି ରେ ଭାବୁ ଭାବୁ ଶୋଇ ଯାଇଛି...

ଆଜି ଉଠି ପଡ଼ି ତମ ଅଗଣା କୁ ଧାଇଁ ଆସିଛି

ତମକୁ ମୋର ସବୁ କିଛି ଦେବା ପାଇଁ

ମୋର ଏଇ ହୃଦୟ ଟି ନିଅ..

ବାସ୍ ତମ ହୃଦୟରେ ଟିକେ ଜାଗା ଦେବ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance