STORYMIRROR

Tapan Dixit

Fantasy Action

2  

Tapan Dixit

Fantasy Action

ହୃଦୟ ମୃତ୍ୟୁର ଶୋକେ

ହୃଦୟ ମୃତ୍ୟୁର ଶୋକେ

1 min
2.6K


ମୁଁ ତର୍ପଣ କରୁଛି ତିଳ ତଣ୍ଡୁଳେ

ହୃଦୟ ମୃତ୍ୟୁର ଶୋକେ

‘ତମେ’ ନୀରୁଡ଼ା ନିଦରୁ ସପନ ତୋଳୁଛ

ଶୋଇ ଶୋଇ ସେଠି ସୁଖେ ,

ଅଦେଖା ପ୍ରଣୟ ଚୟନରେ ସାଥୀ

ନୟନେ ଲୁହର ବନ୍ୟା

କାହୁଁ ବା ବୁଝିବ ପ୍ରବାସୀ ବିରହ

ହେ! ମୁଖ ପୁସ୍ତିକାର

ଅଜଣା ରୁପସୀ କନ୍ୟା ||

ତପନ ଦୀକ୍ଷିତ

(ବେଳାଭୂମି)

10.10.2017


Rate this content
Log in

Similar oriya poem from Fantasy