Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Fantasy Others

3  

Jyotsna Acharya

Abstract Fantasy Others

ଶୀତ ଲହରୀ

ଶୀତ ଲହରୀ

1 min
165


ସର୍ଜନାର ଅସରନ୍ତି 

ଭାବନା ଢେଉ ଭାଙ୍ଗି

ଆସ ତୁମେ ଶୀତ

ସକାଳର ଚା କପ୍ ଧରି।


କେବେ ଫୁଲ-ପତ୍ର

ଛନ୍ଧା ଗହଳରେ

ଆସିଥାଅ ତୁମେ 

ଶିଶିରର ଶାଢୀ ପିନ୍ଧି।


ଖିଆଲି ମନରେ 

କେବେ କେବେ

ଚାଲି ଆସ ଅସରନ୍ତି

ଗଳ୍ପ କବିତାର ଲହରୀ ଭାଙ୍ଗି।


କେବେ ପୁଣି ବନ-

ଲତା ପାହାଡର

ସେହି ନିସ୍ପଦ୍ଧ, ନିର୍ଜନ

ରାତିଟିଏ ହୋଇ।


ମନ କାଗଜରେ,

ଅସରନ୍ତି ଗଳ୍ପ ପେଡି

ଖୋଲି ଦିଅ, 

ଫୁଲର ପାଖୁଡା ମେଲି।


Rate this content
Log in

Similar oriya poem from Abstract