STORYMIRROR

Chinmayee Kanta

Inspirational Thriller Others

3  

Chinmayee Kanta

Inspirational Thriller Others

ହୋଲି

ହୋଲି

1 min
173


ଆସିଲାରେ ହୋଲି ଖେଳ

ଆସ ଖେଳିବା ଆମେ ଗୋ ହୋଲି 

କେତେ ରଙ୍ଗ ଖେଲିନେବା

ସଭିଏଁ ସଭିଙ୍କୁ ଆମେ ବୋଲି ।


ପ୍ରେମର ରଙ୍ଗରେ ନାଲି

ବନ୍ଧୁ ର ରଙ୍ଗରେ ହଳଦିଆ

ଆସ ମିଶି ବୋଲିଦେବା

ଯିଏ ଯେଉଁଠି ହୋଇଛି ଠିଆ ।


ପ୍ରେମର ବାସ ବାସୁଛି

ପୁଣି କାହା ମିଳନ ହେଉଛି

ନାଚୁଛି ମନ ସଭିଙ୍କ

ଦୁନିଆଁ ଆଜି ରଙ୍ଗୀ ଯାଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational