STORYMIRROR

Gitanjali Pujapanda

Abstract Classics Others

4  

Gitanjali Pujapanda

Abstract Classics Others

ହଜିଯାଇଥିବା ସ୍ମୃତି

ହଜିଯାଇଥିବା ସ୍ମୃତି

1 min
171


ଅତିପ୍ରିୟ ଲୋକ ଟିକୁ ହଜେଇ ସାରିଲା ପରେ

ଖୋଜେ ମନ ତାକୁ ପୁଣି ଥରେ ଆଖ ପାଖ ରେ ।

ହେଲେ ସେ ରହିଥାଏ କିଛି ଭାବନା କିଛି କଳ୍ପନା

ଆଉ କିଛି ଲୁହ ର ଭିଜା ଆଖି ର ସମବେଦନା ରେ ।

ହେଲେ ପୁଣି କାହିଁକି ଭାଗ୍ୟ କୁ ଇଛା ହୁଏ ଅଙ୍କିବା ପାଇଁ

ତାରି ଅସ୍ତିତ୍ବ ଆଉଥରେ ବର୍ତ୍ତମାନ ର କାନ ଭାସ ରେ ।

 ଦୂରକୁ ବହୁତ ଦୂର କୁ ଚାଲିଯାଇଥିବା

ସେ ଲୋକ କଣ ଆଉ ଥରେ ଫେରି ପାରେ ପ୍ରକୃତ ରେ।

ଲୁହ ଭିଜା ସ୍ମୃତି କୁ ମନ ରେ ସାଉଁଟି ସିନା ମନଟିକୁ

ବୁଝେ ଇ ହୁଏ ହେଲେ ହୃଦୟର ଶୂନ୍ୟତା କିଏ ବୁଝିପାରେ ।

ନିଜେ ନିଜକୁ ବୁଝେଇବା ପରେ ବି ମନ କାହିଁକି? ପୁଣି ଥରେ

ଇଛା କରେ ଫେରି ପାଇବାକୁ ପୁରୁଣା ଅସ୍ତିତ୍ବ ଅତିପ୍ରିୟ ଲୋକ ଟିର।

 ମଣିଷଟି ଥରେ ହଜିଗଲେ ସ୍ମୃତିହୋଇ ରହିଯାଏ ଖାଲି କାରଣ ଅତିପ୍ରିୟ ଲୋକ ଟିର ସ୍ଥାନ ଟି କେବଳ ହୃଦୟ ର ଘରେ


 ଲୋକ ଟି ହଜିଗଲେବି ତାର ପ୍ରତିଟି ସ୍ମୃତି ସବୁ ବେଳେ ମନେପଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract