STORYMIRROR

Jagabandhu Sahu

Tragedy

2  

Jagabandhu Sahu

Tragedy

ହଜିଲା ପ୍ରଥମ ପ୍ରେମ

ହଜିଲା ପ୍ରଥମ ପ୍ରେମ

1 min
4.7K


ପ୍ରେମ ହଜିଗଲା ପ୍ରତାରଣା ଦେହେ

ମନ ହେଲା ଚୁନା ଚୁନା

ଯୁଇ ଜାଳିବାକୁ ଆସିବୁ ଲୋ ଧାଇଁ

ଆଲୋ ମୋ ମନ ମଇନା


ମନ ଥିଲା ମୋର ସାଧା କାଗଜ ଲୋ

ଲେଖି ଥିଲି ତୋର ନାମ

ସେଥି ପାଇଁ ବୋଧେ ଛଳନା ଯୁଇରେ

ହଜିଲା ପ୍ରଥମ ପ୍ରେମ


ଏଇ ଜନମରେ କରି ପାରିଲିନି

ତୋତେ ମୋ ହୃଦୟ ରାଣୀ

କଥା ଦେଇ ତୋତେ ଯାଉଛି ସଜନୀ

ଆସିବି ତୋ ପାଖେ ପୁଣି


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy