Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Romance Fantasy

4  

Satyanarayan Sahoo

Comedy Romance Fantasy

ହଗରା ନନା ର ହଟ

ହଗରା ନନା ର ହଟ

1 min
295



ହଟ ଲଗାଇଚି ହାଗରା ନାନା ଲୋ

ହଟ ଲଗାଇଛି ହଗରା ନନା

ଜାଗର ଯାତ୍ରା କୁ ଯିବ ବୋଲି ଆଜି

ଗାଁଆଣ ଦେଖିବ ବସି ।


ମାଆ ପାଖେ ଋଷି କହିଲା ନାହିଁ ତ , 

ଖାଇବି ନାହିଁ ମୁଁ କିଛି 

ନେଇ ଚାଲ ମୋତେ ଶିବ ମନ୍ଦିର କୁ

ଭୋଗ ମୁଁ ଖାଇବି ସେଠି

ପୁନ୍ତିଆ ସାଆନ୍ତେ , ପାଲା ରେ 

ନ।ଚିବେ ଦେଖିଲେ ଲାଗିବ ଖୁସି ।


ଘରେ ପଶି ବସି କଣ ମୁଁ କରିବି

ଆନନ୍ଦ ହରଷ ନାହିଁ 

ବାନ୍ଦର ନାଇକ କହୁ ଥିଲେ କାଲି

ରସକୁଲା ରସ ପରି ।


ରସ ଝରୁ ଅଛି , ଶିବ ମନ୍ଦିର ରେ

ଚାଖିଲେ ଲାଗିବ ମିଠା

ଦୀପ ଜାଳି ଦେଇ ତୁ ବସି ଦେଖିବୁ

ମନ ମୁଁ କରିବି ଖଟା ।


 ହଗରା ମାଆ ଟା , ପୁଅ କଥା ଶୁଣି

ହାଉଳି ଖାଇ ଉଠିଲା

 ଏଡିକି ଟିକେ ତା , ହଗରା ପୁଅ ଟା , 

ବଡ଼ କଥା କହି ଦେଲା ।


ହାର ମାନି ଗଲା , ହଗରା ପାଖ ରେ

ଅଭିନୟ କରି କରି

ମାଆ ଟା ତାହାର , ହଗରା କୁ ନେଲା

ଗାଆଁଣ ଦେଖିବା ଲାଗି ।


Rate this content
Log in

Similar oriya poem from Comedy