STORYMIRROR

Nityananda Behera

Romance

3  

Nityananda Behera

Romance

ହଏରେ ନିଆଁଲି ମଲି

ହଏରେ ନିଆଁଲି ମଲି

1 min
176

   ହଏରେ ନିଆଁଳି ମଳି,

ଗଲେ ଚାଲି ଥରେ ଇ ସମିଆଁ ,

ଫେର ଥରେ ଘାଏ ଆଏବା କାଏଁ

   ହଏରେ ଫୁଲ ବଉଳି, ଆଏଁଖ କଜଳି,

ସବୁଦିନେ ଇ ଭରା ଯଉବନ ରହେବା କାଏଁ

   ଗଲେ ଧନ ବୟସ ଝଡ଼ି,

ଦିନୁ ଦିନୁ କରି ହେବୁରେ ବୁଢ଼ୀ ରେ ହେବୁରେ ବୁଢ଼ୀ

   ଡୁକଲେଇ ଯିବା ଛାଲ ଚମଡା, ଲେଞ୍ଜରା ଆଖିନୁ ଲମି ଥିବାରେ ହାଏ।।

   ହଏରେ ନିଆଁଲି ମଲି…….


   ଯେନ ଦିନୁଁ ଧନ ପିନ୍ଧଲୁ ଶାଢୀ, କାକଡି ଲେଖେ ତୁଇ ଆଏଳୁ ବଢ଼ିରେ ଆଏଲୁ ବଢି

   ଦେଖଲା ଆଏଁଖ କେଁ ନାଇଁ ଫିରଲା , ଆଏଁଖନେ ଗଲା କାଏଁ ରଙ୍ଗ ଚଢ଼ି

   ଦିନ ସରତା ରାଏତ ସରତା , ଯେତେ ଭାଲି ଭାଲି ମଲେ ନାଇଁ ସରଲା ଘାଏ।।

   ହଏରେ ନିଆଁଲି ମଲି……..


   ଲହର ଝପର କେତେ ଯାଏସୁ ଚାଲି , ସୋନୋ ପାଉଡର ହଳଦୀ ମାଖିରେ ଅଳତା ଯୋଖୀ

   ତୋର ମୁହୁଁ ଝୁଲାକେ ଅଟା ହଲାକେ, 2

   ମହମହ ଅତର ବାସ ଛୁଟୁଥିସି , ମନ-ଭମର ଝୁରି ମରସି ହାଏ।।

   ହଏରେ ନିଆଁଲି ମଲି……….


   ଯେନ ଦିନୁଁ ଧନ ଚଢ଼ଲୁ ସ୍କୁଟି, ଛାଡି ଦେଇ କରି ନଙ୍ଗଳା ଚୁଟି

   ଯେତେ ପିଲା ବୁଢ଼ା ଛଡା ପେନ ଫାଟିଗଲେ, ସମଲା ଲେଖେ ବଲିଆ ଢୁଟିରେ ବଲିଆ ଢୁଟି

   ଯେତେ ଚାହେଁଲେ ବି ଆରୁ ଖୁସୁର ମୁସୁର ହେଇ ପାରଲା କାଏଁ।।

   ହଏରେ ନିଆଁଲି ମଲି………..


   ଇ ଭରା ଜବାନିର ଗରବ କେ ଦେଇ କେଁ ରଖି, କରିନେ ଧନ ତୁଇ ଭାବ ପୀରତି

   ମକେ ଜାନି ଧନ ତୋର ମନର ମିତ,ଧନରମାଲି କର ସଙ୍ଗାତ ରେ କର ସଙ୍ଗାତ

   ନେହେଲେ ଖୁଟା ଥେଇ କରି ବୁଟା ଧରିଥିବୁ ,ଇ ସମିଆଁ ଥରେ ବିତି ଗଲେରେ ହାଏ।।

   ହଏରେ ନିଆଁଲି ମଲି , ଗଲେ ଚାଲି ଥରେ ଇ ସମିଆଁ , ଫେର ଥରେ ଘାଏ ଆଏବା କାଏଁ।

   ହଏରେ ଫୁଲ ବଉଳି , ଆଏଁ ଖ କଜଳି , ସବୁଦିନେ ଇ ଭରା ଯଉବନ ରହେବା କାଏଁ।।


Rate this content
Log in

Similar oriya poem from Romance