Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Romance

1.3  

Kanduri Charan Rout

Romance

ହେ ସମୟ

ହେ ସମୟ

1 min
7.1K


କାହା ପାଇଁ ତୁମେ ପ୍ରୀତିର ବସନ୍ତ

କାହା ପାଇଁ ଶୀତ ରାତି

ବରଷା ରାତିର ଘନ ଅନ୍ଧକାର

କୁଅାଁର ପୂନେଇ ଗୀତି ।

କାହାପାଇଁ ଅାସ ଫୁଲ ଋତୁ ହୋଇ

ଅଦିନ ମଳୟ ସାଜି

ଜାଳିପୋଡି ମାର କାହାକୁ କେମିତି

ହୋଇ ବଇଶାଖୀ ଝାଞ୍ଜି ।

କେବେ ଦେଇ ପୁଣି ରୋମାଞ୍ଚର ସ୍ପର୍ଶ

କରିଥାଅ ପୁଲକିତ

ନିଷ୍ଠୁର ନିର୍ମମ ହୋଇଯାଅ କେବେ

କରିଣ କ୍ଷତବିକ୍ଷତ ।

ରୋମାଞ୍ଚରୁ ଝରେ ପ୍ରେମର କବିତା

ଶିହରଣ ଅାଣେ ମନେ

ଦୁଃଖର କବିତା ଝରିଝରି ଅାସେ

ଲହୁଝରା କ୍ଷତ ସ୍ଥାନେ ।

ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର


Rate this content
Log in

Similar oriya poem from Romance