ହେ ସାମନ୍ତ ଚନ୍ଦ୍ରଶେଖର
ହେ ସାମନ୍ତ ଚନ୍ଦ୍ରଶେଖର
ହେ ସାମନ୍ତ ଚନ୍ଦ୍ରଶେଖର
କେଉଁ ଶୁଭ ମୂହୁର୍ତ୍ତରେ
ଜନମୀ ଥୁଲ ତୁମେ
ଏ ଉତ୍କଳ ମାଟିରେ
ତୁମରି ପରଶେ ଏମାଟି
ଲୋଭିଛି ଧନ୍ଯ
ଦୁଇ ଖଣ୍ଡି କାଠିଥିଲା
ତୁମରି ଅସ୍ତ୍ର ଯାଦୁଗର
ସାଜି ମାପୁଥୁଲ ପାହାଡ଼ର ଉଚ୍ଚ
ଦୂର ଆକାଶେ ବକ୍ଷେ
ବିରାଜମାନ ଗ୍ରହ ନକ୍ଷତ୍ରର
ଅବସ୍ଥିତି ର ପରିମାପ
ସାମନ୍ତ ବଂଶର ପ୍ରତିକ
ଜ୍ଯୋତି ପରି ଚକ୍ ଚକ୍
ଅଲିଭା ଅପାସୋରା ତୁମେ
ସଦା ଜ୍ଯୋତି ପରି ଉଦିୟମାନ
କାଳର କରାଳ ଗର୍ଭ ରେ
ହୋଇ ଗଲ ଲୀନ ତୁମରି
ଯାତ୍ରା ର ପଥ ଚିହିକି
ଉଠି କରୁଛି କ୍ରନ୍ଦନ ଅଶ୍ରୁ
ଢାଳି କହୁଛି କାହିଁ ଚାଲିଗଲ
ତୁମେ ପଠାଣି ସାମନ୍ତ
ତୁମରି କୃତି ସଦା
ରହିଛି ଅମଳୀନ
ତୁମ ଚରଣେ ଶତ କୋଟି
ନମନ ।
