STORYMIRROR

Jagannath Das

Abstract Inspirational

4  

Jagannath Das

Abstract Inspirational

ହେ ଗୁରୁଜୀ

ହେ ଗୁରୁଜୀ

1 min
279


ହେ ଗୁରୁଜୀ ମୋର

ତଵ ପାଦେ କୋଟି ଜୁହାର

ତୁମ ପାଇଁ ଆଜି ଦୁନିଆ ବୁକୁରେ

ସୁ ମଣିଷ ଦୁନିଆ ର...


ଜୀବନ କୁ ମୋର

ଗଢି ତୋଳି ଦେଲ

ସତେ ଵା ଜାଣ ମନ୍ତର


କେତେ ଗପ ଗୀତ

କେତେ ଉପଦେଶ

କାନ ଧରି କହିଥିଲ


ଜୀବନ ମରଣେ

ଭୁଲିବିନି କେବେ

ହେ ପୂଜ୍ୟ ଗୁରୁଜୀ ମୋର...


ହେ ଅଭୟ ଦାତା

ମୋ ଜୀବନ ସ୍ଵାମୀ

ପ୍ରଣମ୍ୟ ତୁମେ ହିଁ ଚିର


ଶିକ୍ଷା ଜ୍ଞାନ ଦାତା

ପରମ ପିତା ହେ

ଭଵ ଶାଗରୁ ଉଦ୍ଧର..।


Rate this content
Log in

Similar oriya poem from Abstract