Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ହାତ

ହାତ

1 min
127



ଦୀର୍ଘ ସମୟର ପ୍ରତିକ୍ଷ। ପରେ

ମୋ ହାତ ପଚାରିଲା ମୋତେ

ଆଇ କେତେ ଦିନ ?

ଆଉ କେତେଦିନ ଏ ଚର୍ବିତ ବର୍ବଣ

କକୁ ସାଧନା

ଗତାନୁଗତିକ ଦିନଚର୍ଯ୍ୟ। ?

କିଛିଟା ଖାତା

କିଛିଟା ନିଆର କରିବାର

ସୁଯେ।ଗ କାହିଁ ବା

ଭଦାମ କାହିଁ ?

ମୁଁ କହିଲି, ବିୟୋଗୀତ ଏ ଜୀବନ ସଂଗ୍ରାମରେ

ଗତାନୁଗତିକତା। ହିଁ ପ୍ରତିଷ୍ଠିତ ପରଂପରା

କିଛିଟା ଦିଚ୍ୟୁଦି- ଜିଛିଟା ବିକ୍ରୀତିକର

ନା ଅଛି ସୁଯୋଗ - ନା। ଗ୍ରହଣୀୟତା

ସୁତରୀ- ଏଇ ପ୍ରତୀକ୍ଷା ଜାରି ରହୁ

ସମ୍ଭାଳିବାର ଅସଂତ ପରିସୀମା ପର୍ଯ୍ୟନ୍ତ

ପ୍ରତିଦିନ ହେଉ ଦୁର୍ଘଟଣାସତ୍ୟ-ଅସତ୍ୟର

ପରଂପରା ଓ ପରିବର୍ତନର

ଅସ୍ଥି ମଜାଗତ ଅଭ୍ୟାସର ଅନତ ଅନୁଶୀଳନର ।



Rate this content
Log in

Similar oriya poem from Classics