STORYMIRROR

Jagabandhu Sahu

Comedy

3  

Jagabandhu Sahu

Comedy

ହାପି ସ୍ଲାପ୍ ଡେ

ହାପି ସ୍ଲାପ୍ ଡେ

1 min
173

ନଇ କୂଳେ ପ୍ରିୟା   ବସିଥିଲା ଏକା

    ଅଭିମାନ ମୋଠେ କରି 

ମୁଁ କହିଲି ପ୍ରିୟା ହେଲା ଟିକିଏ ଡେରି 

    i m ଭେରି ଭେରି ସରି 

ଏଇ କଥା କହି    କୁଣ୍ଢେଇ ଧରିକି 

    ଦେଲି ଗାଲେ ତାର ଚୁମା 

ଠୋ କିନା ଦେଲା  ଗାଲକୁ ମୋହର 

      କହିଲା ରାଗନି ଜମା

    ଆଗୋ ମୋ ପିଲାର ନନା

ଆଜି ପରା ଅଟେ  SLAP DAY ଟି

    ସେଥି ପାଇଁ ଏତେ ଡ୍ରାମା 

     ଭୁଲୁ ବୁଝ ନାହିଁ ଜମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy