Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

4  

Arjun Das

Comedy

ପ୍ରେମିକା ମୋ ସର୍ବଗିଳା

ପ୍ରେମିକା ମୋ ସର୍ବଗିଳା

1 min
219



ହାଏରେ ବିଧାତା ଏକି କଲ

କାହିଁକି ପ୍ରେମରେ ଫସାଇଲ

ପାଖରେ ମୋହର ଟଙ୍କାଏ ନାହିଁ

ପ୍ରିୟା ମୋ କହିଛି ରୋଜ୍ ପାଇଁ ॥

ବାପାଙ୍କ ପକେଟୁ ଚୋରି କରି ମୁହିଁ

ପ୍ରିୟା ପାଇଁ ରୋଜ୍ ନେଲି

ସେଥିରେ ତା'ର ମନ ନବୁଝଇ 

ଦରକାର ତା'ର ହିଲ୍ ॥

ଟେଡି ଡେ ପାଇଁ ଡିମାଣ୍ଡ୍ ଜୋର

ତା' ସହ ନୂଆ ଡ୍ରେସ୍ 

ଗିଫ୍ଟ୍ ଜଦି ନ ଆଣିକି ଦବ କହୁଛି

କରିଦବ ପରା କେସ୍ ॥

ଏଇଟା ଆଣିବ ସେଇଟା ଆଣିବ

ସବୁବେଳେ ରାଉ ରାଉ

ସେଥିରୁ ଗୋଟିଏ ପୂରଣ ନ ହେଲେ

ଦେଖାଏ କେତେ ସେ ଭାଉ ॥

ଚେହେରା ସିନା ତା' କୋଇଲି ପରି

କଣ୍ଠ ପୁରା ସତେ କାଉ

କିଲେ ପାଉଡର ନିତି ଲଗାଇ

ଜଳୁଥାଏ ଦାଉ ଦାଉ ॥

କ'ଣ କରିବି ଭାଇ ପ୍ରେମ କରି ଆଜି

ନେଲି ପରା ବ୍ରହ୍ମକିଳା

ଜାଣି ମୁଁ ନଥିଲି ପ୍ରେମିକାଟା ମୋର

ଏତେ ବଡ ସର୍ବଗିଳା ॥


Rate this content
Log in

Similar oriya poem from Comedy