STORYMIRROR

Bidulata Sahoo

Horror

3  

Bidulata Sahoo

Horror

ହାଲ୍ ଉଇନ୍

ହାଲ୍ ଉଇନ୍

1 min
195

ରୁମ୍ ସୁମ୍ ରାତିରେ,ଆକାଶର ଛାତିରା

ବାଦୁଡିଙ୍କ ଚେଁ ଚାଁ ଶୁଭୁଥିବ ଯେବେରେ,

ଆକାଶରେ ଜହ୍ନଟା ହସୁଥାଏ ଦୂରରେ,

ଏମିତିକା ରାତିଆସେ ଅକ୍ଟୋବର ଶେଷରେ |

ଏରାତିଟା ଖାସ୍ ଖାଲି ହାଲ୍ ୱିନ ପାଇଁକି,

କବରଭିତରୁ ସିଏ ଆସିଥାନ୍ତି ଚିହିଁକି |

ଆଲୋକମାଳାରେ ଚର୍ଚ୍ଚ ଝିଲ୍ ମିଲ୍ କରଇ,

କବରରୁ ଉଠି ଭୁତ ଖିଲ୍ ଖିଲ୍ ହସଇ |

ବିଦେଶୀଙ୍କ ପର୍ବ ଇଏ ବିଦେଶୀଙ୍କ ଢ଼ଞ୍ଚାରେ,

ଘୋଷ୍ଟପାଇଁ ଏହିଦିନ ପାଳିଥାନ୍ତି ଖୁସିରେ |

କଖାରୁରେ ଆଙ୍କି ନାନା ଘୋଷ୍ଟ ଚିତ୍ର ରଖନ୍ତି,

ଖ୍ରୀଷ୍ଟିୟାନମାନେ ଏହା ଖୁସିମନେ ପାଳନ୍ତି |


Rate this content
Log in

Similar oriya poem from Horror