STORYMIRROR

Akankshyamayee Dash

Abstract

4  

Akankshyamayee Dash

Abstract

ଗୁରୁଦିବସ

ଗୁରୁଦିବସ

1 min
367


ଗୁରୁ ନିତ୍ୟ ଗୁରୁ ସତ୍ୟ ଗୁରୁ ଦିବ୍ୟଜ୍ୟୋତି....

ତିମିର ଅଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନ ର ଆଲୋକ.........

ପରିପ୍ରକାଶ କରନ୍ତି

ଜ୍ଞାନ ପରିବ୍ୟାପ୍ତ ନାହିଁ ତାରି ପରିସୀମା...

ଗୁରୁ ବିନା କି ପାଠ ସମ୍ପୂର୍ଣ୍ଣ

 ହୋଇବ ନାହିଁ ତାର ଉପମା

ଗୁରୁ ସ୍ରଷ୍ଟା ଶିଷ୍ୟ ତାଙ୍କରି ସୃଷ୍ଟି

ତାଙ୍କରି ଆଶୀର୍ବାଦ କରାଇ ଥାଏ

ଯୋଗ୍ୟ କେହି ଦେଖାଇ

ପାରେନା ବଢ଼ିମା

ଗୁରୁଙ୍କ ପରି ଶ୍ରେଷ୍ଠ

 ଗୁରୁ ଥିଲେ ଡକ୍ଟର

ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

 ତିରୁଚିନ। ପଲ୍ଲୀ ରେ ଜନମ

ଲଭି ବାଣ୍ଟିଲେ ଜ୍ଞାନ

ନ ଥିଲା ତାଙ୍କରି କରୁଣା ଉଣ।

ହୋଇ ଦୂତୀୟ ରାଷ୍ଟ୍ରପତି

ଶାସନ କରିଥିଲେ ଦେଶ

ଏ କଥା କି ସଭିଙ୍କୁ ଅଛି ଅଜଣା

କହିଥିଲେ ମୋର ଜନମ ଦିନକୁ

ପାଳିବ ଗୁରୁଦିବସ

ରୂପେ କରିବନି

କେବେ ହେଳା

ତାହା ହିଁ ହୋଇବ ମୋ ପାଇଁ

ତୁମରି ଶ୍ରଦ୍ଧା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract