Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Abstract Children Stories

4  

Akankshyamayee Dash

Abstract Children Stories

ଜାତିର ଜନକ

ଜାତିର ଜନକ

1 min
329



ସରଳ ସାବଲୀଳ ଜୀବନ ବିତାଇ ଦେଇଛ ମହାନ୍ ଶିକ୍ଷା...

ଅହିଂସା, ସତ୍ୟ ଧର୍ମ ପାଳନର ନେଇଥିଲା ତୁମ ଦୀକ୍ଷା ।


ଜୀବନ ସଂଗ୍ରାମେ ଖଦୀ ଲୁଗା ଖଣ୍ଡେ ହାତ ବାଡି ତୁମ ଥିଲା ସମ୍ବଳ....

ଅହିଂସା ଠେଙ୍ଗାରେ ପ୍ରହାର କରିଲ ବ୍ରିଟିଶ୍ ରାଜୁତି ହେଲା ଦୁର୍ବଳ ।


ରାମ ରାଜ୍ୟ ତୁମେ ଗଢ଼ିବ ବୋଲିହେ କରିଥିଲ ଦୃଢ଼ପଣ...

ଅଧା ରହିଗଲା ଜାଣ ତୁମେ ବାପୁ ତୁମ ରାମ ରାଜ୍ୟ ସ୍ବପ୍ନ ।


ସାବରମତୀର ସନ୍ଥ ତୁମେ ଗୋ ଆମ ଜାତିର ପିତା...

ମୌଳିକ ଶିକ୍ଷାକୁ ପ୍ରବର୍ତ୍ତାଇ ତୁମେ ଟେକି ଦେଲ ଆମ ମଥା ।


ଶତ ପ୍ରଣାମ ହେ ବାପୁଜୀ ତୁମକୁ ଧନ୍ୟ ଧନ୍ୟ ତୁମ ନୀତି

ସାରା ପୃଥିବୀଟା ଗାଉଅଛି ଦେଖ ଆଜି ତୁମର ଗୀତି ।


   


Rate this content
Log in

Similar oriya poem from Abstract