STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଗୁରୁଭକ୍ତି

ଗୁରୁଭକ୍ତି

1 min
113


ପ୍ରଣାମ ଶ୍ରୀ ଗୁରୁ ପାଦପଦ୍ମ 

ଗୁରୁ ପ୍ରାଣ ଗୁରୁ ଅପ୍ରତିମ 

ଶୂନ୍ୟ ମୋ ଜୀବନାକାଶେ 

ସଦଗୁରୁ ସ୍ନିଗ୍ଧ ପୂର୍ଣ୍ଣ ଚନ୍ଦ୍ର । 


ଗୁରୁ ସତ୍ୟ ଆଲୋକ ବର୍ତ୍ତିକା

ଗୁରୁ ଦାନେ ମିଳେ ମହାଶିକ୍ଷା,

ଘନ ଅନ୍ଧକାରେ ଗୁରୁ

ସମୁଜ୍ଜ୍ୱଳ ଏକ ରଶ୍ମି ରେଖା ।


ଗୁରୁ ଭକ୍ତି ଗୁରୁ ଜ୍ୟୋତି

ଗୁରୁ ଶକ୍ତି ପଥ ପ୍ରଦର୍ଶକ

ସ୍ମରଣେ ସଦଗୁରୁ ନାମ

ସତ୍ୟ ଶାନ୍ତି ଦିବ୍ୟାନନ୍ଦ

ହୁଅଇ ପ୍ରାପତ

ଗୁରୁ ନାମ ପ୍ରେରଣାର ଉତ୍ସ । 


ଗୁରୁ ପିତା ଗୁରୁ ଜ୍ଞାନ

ଗୁରୁ ବିନା ଜୀବନ ଅସାର,

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ

ପ୍ରଣିପାତ କୋଟି କୋଟି

ଗୁରୁ ଦେବ ସାକ୍ଷାତ ଈଶ୍ୱର ।


Rate this content
Log in

Similar oriya poem from Inspirational