STORYMIRROR

suvendu Meher

Inspirational

3  

suvendu Meher

Inspirational

ଗୁରୁ

ଗୁରୁ

1 min
235

ଗୁରୁ ମହାମେରୁ ନୁହେସେ ସୁରୁ

ଅଜ୍ଞାନ ଭିତରୁ ଉଦ୍ଧାର କରୁ

ଗୁରୁ ଆନ ଜ୍ଞାନ ଦାତା

ଅନ୍ଧାର ଭିତରୁ ଡିବରି ଦେଖେଇ

ଉକିଆର ହର୍ତ୍ତା କର୍ତ୍ତା ।।


ଗୁରୁ ବିନେ କାହିଁ ପାଏବୁ ଗିଆନ

ଗୁରୁ ଆନ ସରବ ଶକ୍ତିମାନ

କାଏଡ଼କେ କରସନ ସରଲ

ଭକ୍ତି ଟିକେ ଯଦି ରଖିଥିବୁ ପାଦେ

ଜିବନ ହେବା ସାଫୁଲ ।।


ଗୁରୁ ଶିକ୍ଷା ଦାତା ଗୁରୁ ଦିକ୍ଷା ଦାତା

ଗୁରୁ ଗତି ମୁକ୍ତି ସରବ ଶକ୍ତିଦାତା

ଗୁରୁ ଆନ ସବୁର ମୁଲ

ଗୁରୁ ବିନେ ପୂଜା ଗୁରୁ ବିନେ ପାଠ

ନେଇଁ ହୁଏ ବିଲକୁଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational