Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Inspirational

3  

suvendu Meher

Inspirational

ସାବିତ୍ରୀ

ସାବିତ୍ରୀ

1 min
123


ସାବିତ୍ରୀ

ପତି ସୁହାଗିନୀ

ସତୀ ଶିରୋମଣୀ

ମହିୟସୀ ମହାଭାରତୀୟ ନାରୀ

ଧିଶକ୍ତି ସମ୍ପର୍ଣ୍ଣା

କର୍ତ୍ତବ୍ୟ ଜ୍ଞାନ ଓ ଧୈର୍ଯ୍ୟ ବଳେ

ଅଟଇ ପ୍ରବୀଣା ।


ଭୟ ନାହିଁ ଯାହା ପାଇଁ

ନିର୍ଜନ ଅନ୍ଧାର,

କଣ୍ଟକିତ ପଥ ଆଉ ହିଂସ୍ର ଜନ୍ତୁଙ୍କର,

ଅସୀମ ଧୈର୍ଯ୍ୟ ଓ ସାହସ

କେବେଳ ବିଶ୍ୱାସର ।


ସାଧନାର ଶୀର୍ଷରେ ଯେ,

ସମ୍ପୂର୍ଣ୍ଣ ନିମଗ୍ନ

ବିଶ୍ୱାସକୁ ସମର୍ପିଲା ବିଶ୍ଵପାଦେ

ବିଭୂପଦେ ହୋଇଲା ସେ ଲୀନ

ସତୀତ୍ଵର ସାମର୍ଥ୍ୟ ଦେଖାଇ

ପରାକାଷ୍ଠା ପୁଣ୍ୟ କୀର୍ତ୍ତି ବଳେ

ଯମଦ୍ୱାରୁ ଫେରେଇ ପାରିଲା ସେ

ସ୍ୱାମୀଙ୍କ ଜୀବନ ।


Rate this content
Log in

Similar oriya poem from Inspirational