STORYMIRROR

Prafulla Kumar Tripathy

Children

3  

Prafulla Kumar Tripathy

Children

ଗୁରୁ

ଗୁରୁ

1 min
205

ପିତା ଗୁରୁ ମାତା ଗୁରୁ

ଗୁରୁଦେବ ବିଦ୍ୟାଦାନ

ଗୁରୁଭକ୍ତ ପାଇଁ ଶିଷ୍ୟ

ହୋଇଛି ଦିିବ୍ୟ ଜ୍ଞାନ ାାା

ଗୁରୁ ଭକ୍ତି ପାଇଁ ଏକଲବ୍ୟ

ହୋଇଛି ଅମର

କର୍ଣ୍ଣ ଏକଲବ୍ୟ ଚରକ ବ୍ୟାସ

ସଂସାରେ ମରଣକୁ ରଖିଛନ୍ତି ବ୍ୟାସ

ଗୁରୁ ଦକ୍ଷିଣା ଦେବା ପାଇଁ

କାଟି ଦେଲା ବୃଦ୍ଧ ଆଙ୍ଗୁଳିି

ଶିଷ୍ୟ ଏକଲବ୍ୟ

କଥା ରହିଗଲା କାଳ କାଳକୁ

ନାହାନ୍ତି ସେବର ଗୁରୁୁ ଶିଷ୍ୟ

ଦୁଃଖ ଲାଗେ ଦେଖି ଆଜିିର ସମାଜେ

ଗୁରୁ ଶିଷ୍ୟଙ୍କ କର୍ମ 

କହିି ହେଉନାହିଁ ସହି ହେଉନାହିଁ

କିପରି ସହୁଛି ଏ ଧର୍ମ ?

ଆଦ୍ୟ ଗୁରୁ ପିତା ମାତା

ଶିକ୍ଷା ଗୁରୁ ଦୀକ୍ଷା

ସେ ଗୁରୁ ଚରଣେ

କୋଟି ଦଣ୍ତବତ

କରେ ମୁହିଁ ପ୍ରଣିପାତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children