Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ଗୁରୁ ତୁମେ ମହାନ

ଗୁରୁ ତୁମେ ମହାନ

1 min
173


ସାଗର ଗରଭେ ଯେସନେ ଲହରୀ

ସୋଭା ପାଏ ଦିବା ନିଶି , 

ମୋ ହୃଦୟରେ ତୁମେ ପୂଜା ପାଅ ସଦା

ଗୁରୁ ତୁମେ ହସି ହସି !! 

ଜ୍ଞାନର ଭଣ୍ଡାର ବିଷାରଦ ତୁମେ

ଅଜ୍ଞାନ ଦେଶେ ଭାସ୍କର  , 

ତୁମ ସଂସ୍ପର୍ଶ ଯେ ଅମା ଅନ୍ଧକାରେ

ଜ୍ୟୋସ୍ନା ଚନ୍ଦ୍ରା ଆଲୋକର  !! 

ତୁମ ପାଦପଦ୍ମ ଦ୍ୟୁଲୋକ ସଦୂଶ୍ୟ

ନର ରୂପୀ ନାରାୟଣ , 

ଆଶିଷ କରୁଣା ନିର୍ଝରିଣୀ ସାଜି

ଝରୁଥାଏ ରାତିଦିନ  !! 

ସ୍ନେହପ୍ରେମ ଦେଇ ଜନକ ସଦୂଶ୍ୟ

ସିର ତୁମ ଶିକ୍ଷାଦାନ  , 

ଗଗନ ସଦୂଶ୍ୟ ବିଶାଳ ହୃଦୟ

ଗୁରୁ ତୁମେ ମହାନ !! 


Rate this content
Log in

Similar oriya poem from Inspirational