STORYMIRROR

Jharana Rout

Classics

3  

Jharana Rout

Classics

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
270

  


   ଗୁରୁ ବିନା ବାଟ ଅନ୍ଧାର

     ଗୁରୁ ହିଁ ସାକ୍ଷାତ ଈଶ୍ୱର

   ଗୁରୁବିନା ସବୁ ଅସାର

     ଗୁରୁ ହିଁ ପରମ ଈଶ୍ୱର |




   ଗୁରୁ ବିନା ସବୁ ଅସମ୍ଭବ

      ଗୁରୁ ହିଁ ଜ୍ଞାନ ଭଣ୍ଡାର 

   ଗୁରୁ ବିନା ସବୁ ଅଧୁରା

      ଗୁରୁ ହିଁ ପୂର୍ଣ୍ଣସୁରୂପ |




   ଗୁରୁ ବିନା ଯାତ୍ରା ଅସଫଳ

      ଗୁରୁ ହିଁ ବିଦ୍ୟାର ପ୍ରତୀକ 

  ଗୁରୁ ବିନା ସବୁ ଶୂନ୍ୟସୁରୂପ

    ଗୁରୁ ହିଁ ଦୟାର ସାଗର .|




  ଗୁରୁ ବିନା ସବୁ ବନ୍ଦୀଶାଳ

     ଗୁରୁ ହିଁ ମୁକ୍ତିର ଦ୍ୱାର

   ଗୁରୁ ବିନା ସବୁ ଅନ୍ଧକାର

     ଗୁରୁ ହିଁ ପୂଜ୍ୟ ବନ୍ଦନୀୟ ।





         

   


Rate this content
Log in

Similar oriya poem from Classics