STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ଗୁରୁ ବନ୍ଦନୀୟ

ଗୁରୁ ବନ୍ଦନୀୟ

1 min
215


ଜୀନ ର ଆଦ୍ୟଗୁରୁ

ତିନୋଟି ଶୂନ୍ୟରେ ମଣ୍ଡଳ କାଟି ଶିଖାଇଲେ

ତେଜୋଦୀପ୍ତ ଆବାହନ

ସକଳ କାର୍ଯ୍ୟର କାରଣ


ଗୁରୁଙ୍କ ଅମୃତ ବାଣୀରେ ମିଳେ ଦିବ୍ୟଜ୍ଞାନ

ସତ୍ୟ, ଶିବ ସୁନ୍ଦର ସେ ସଦା ଚିରନ୍ତନ

ସେ ଆଦ୍ୟ ବିନ୍ଦୁର ସ୍ପର୍ଶରେ ଥିଲା ଗୁରୁ ଚେତନା

ମାଟିରୁ ଆକାଶକୁ ଛୁଇଁବାର ସମ୍ଭାବନା


ଗଢ଼ା ହୁଏ କେତେ ଯେ ମାଟିର କୋଣାର୍କ

ତୁମହାତ ଲେପଦିଆ ସୃଷ୍ଟିର ଆଉ ଏକ ସ୍ୱର୍ଗ

ପୂଜ୍ୟପୂଜା ପରମ୍ପରା ଆମର ସଂସ୍କୃତି

ସଂସାରରେ ଶିକ୍ଷା ଦୀକ୍ଷା ପୁରାଣର ସ୍ମୃତି





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational