STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ଗର୍ବ ଅହଙ୍କାର

ଗର୍ବ ଅହଙ୍କାର

1 min
0

ରୂପ ରେ ଆସର ହେ ପଳାଶ ତମେ

‎ଗନ୍ଧ ହୀନ ଅଟେ ତବ ଶରୀର/

‎ଗୁଣି ଜନ ଏକା ବାରି ପାରେ

‎କେଉଁ ଆଡୁ ତୁମ୍ଭେ ଝଲସ//


‎ରୂପ ଯୌବନ ଗର୍ବ ଅହଙ୍କାର

‎ମଣିଷ ଦେଖିଲେ ଅଙ୍କାବଙ୍କା ତବ ଅଧର/

ପଳାଶ କୁ ଟିକେ ଫେରି ଦେଖ କେବେ

‎ବୁଦ୍ଧି ଥିଲେ ଜ୍ଞାନ ପଶିବ ତେବେ//


‎Priyanka Panda


Rate this content
Log in

Similar oriya poem from Classics