STORYMIRROR

Sabita Sukla

Abstract Romance Classics

3  

Sabita Sukla

Abstract Romance Classics

ଗୋଲାପ

ଗୋଲାପ

1 min
205


ଗୋଲାପ ଫୁଲ କେଡେ କୋମଳ

କେଉଁ ବିନ୍ଧାଣୀ ଗଢିଲେ,

ଗୋଲାପୀ ରଙ୍ଗ କାହୁଁ ଆଣିଲେ

ତାହା ହିଁ ଜଣା ନଗଲେ।1।


ସୁନ୍ଦର ବାସ୍ନା କାହୁଁ ସେ ଭରିଲେ

କେଉଁ ଠାରୁ ଯେ ଆଣିଲେ,

ଫୁଲର ଦାୟିତ୍ଵ ବହନ ପାଇଁ 

କଣ୍ଟା ସିଏ ଯୋଡିଦେଲେ।2।


ରୂପ ଗୁଣରେ ଅତି ସୁନ୍ଦର

ଗୋଲାପୀ ଗୋଲାପ ଫୁଲେ,

କିଏ ବିଧାତା ମର୍ତ୍ତ୍ୟ ରାଇଜେ 

ଫୁଲ ଫୁଟାଇ ଦେଲେ।3।


ବିଶ୍ଵନିୟନ୍ତା ବିଶ୍ଵ ପୁରୀରେ

 ଅଦୃଶ୍ୟ କର୍ମ କରିଲେ,

କଳନା କରି ହୁଏନା ବିଶ୍ଵ

ଯେତେ କଳ୍ପନା କଲେ।4।


କଣ୍ଟା ମଧ୍ୟରେ ଗୋଲାପ ଥାଇ

ହସୁଥାଏ ସଦାବେଳେ,

ତା ଠାରୁ ଅାମେ କରିବା ଶିକ୍ଷା

ହସିବା ସଦା ବେଳେ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Abstract