STORYMIRROR

Sabita Sukla

Others

3  

Sabita Sukla

Others

ଆକାଶ

ଆକାଶ

1 min
207


ହେ ଆକାଶ! ତୁମ ବିଶାଳ ଦେହରେ,

ସଭିଙ୍କୁ ଅଛ ଆଦରି,

ମହିମା ତୁମର ଅନନ୍ତ ଅସୀମ

ପାରୁନି କଳ୍ପନା କରି।1।


କେତେ ସେନେହରେ କୋଳେଇ ରଖିଛ,

ବିଶ୍ୱାସ ଭରା ହୃଦରେ,

ସେ ପରମ ପିତା ସରଜି ଅଛନ୍ତି 

ଏଇ ନୀଳ ଆକାଶରେ।2।


କୃତଜ୍ଞତା ରାଶି ଢାଳୁଅଛି ହସି

କର ପତ୍ର ଯୋଡିଦେଇ,

ଯେତେ ଦାନ ଦେଲ ଆକାଶୁ ପାତାଳ 

ଦିବାନିଶି ସ୍ମରୁଥାଇ।3।


ଆକାଶ ଯେପରି ସ୍ୱଚ୍ଛ ଓ ବିଶାଳ 

ମନକୁ ସ୍ୱଚ୍ଛ କରିବା,

ହିଂସା ଦ୍ୱେଷ ରାଗ ଦୂରେଇ ଦେଇଣ

ସଭିଙ୍କୁ ଆଦରି ନେବା।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ