STORYMIRROR

Sabita Sukla

Inspirational Others

3  

Sabita Sukla

Inspirational Others

ଦେହ

ଦେହ

1 min
216


ଏ ଦେହ ମୋର କ୍ଷଣ ଭଙ୍ଗୁର

ଦିନେ ମୁଁ ଯିବି ଫେରି,

ଦିବ୍ୟ ଶରୀର ତୁମରି ଦାନ

ନେଇଛି ପ୍ରଭୁ ବରି।1।


ଗୁରୁ ଜନରେ ସେବା ଭାବନା

ହୃଦେ ମୋ ସରାଗ ରହୁ,

ଅସତ କର୍ମେ ଚିତ୍ତ ନବଳୁ

ଭିକ୍ଷା ଦିଅ ମହାବାହୁ।2।


ସ୍ୱାଧ୍ୟାୟ କରମେ ଏ ଶରୀର ଥାଉ

ଭାବ ଜାଣି ଦିଅ ବିଭୁ,

ଯେଉଁ ଜ୍ଞାନରେ ମୁକ୍ତି ମିଳିବ

ଦିଅନ୍ତୁ ହେ ମୋର ପ୍ରଭୁ।3।


ବିଶାଳ ହୃଦୟ ହୃଦୟରେ ଦିଅ

ସଂକୀର୍ଣ୍ଣତା ନ ରହିବ,

ସଭିଏଁ ମୋହର ଆପଣାର ବନ୍ଧୁ

ଭିକ୍ଷା ଦିଅ ହେ ମାଧବ।4।


ଅନ୍ତର ର କଥା ପ୍ରଭୁଙ୍କୁ କହିଲି

ଦାସେ କ୍ଷମା କରିଦେବେ,

ମୋ ଦେହେ ଆତ୍ମା ଯୋଡିଥିଲେ ପ୍ରଭୁ

ପଦ୍ମ ପାଦେ ସ୍ଥାନ ଦେବେ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Inspirational