STORYMIRROR

Sabita Sukla

Others

3  

Sabita Sukla

Others

ପାହାଡ଼

ପାହାଡ଼

1 min
288


ପାହାଡ଼ ସମାନ ପରି ଅଚଳ ପ୍ରତିଜ୍ଞା,

ଗୁରୁଗୁରୁଜନେ କେବେ ନକରେ ଅଵଜ୍ଞା।1।


ପ୍ରତିକ୍ଷଣ କରୁଥିବି ମୁଁ ଆତ୍ମଚିନ୍ତନ,

କେବେ ହେଲେ ପ୍ରତିଜ୍ଞାରୁ ହେବି ନାହିଁ ଆନ।2।


ପାହାଡ଼ ସମାନ ସୁଖ ଦୁଃଖ ନେବି ବରି,

ଜଗତ ପାଇଁକି ଯାଉ ମୁଁ ଜୀବନ ସରି।3।


ପ୍ରତିବାଦ କେବେ ହେଲେ ପାହାଡ଼ କରେନା,

ଏହି ଗୁଣ ମୋହ ଠାରେ କରିବି ମୁଁ ଘେନା।4।


ପାହାଡ଼ ହୋଇ ସଭିଙ୍କୁ ମୁଁ ଆଦରି ନେବି,

କେବେ ହେଲେ କାହା ପ୍ରତି ଅସୂୟା ନ ହେବି।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ