STORYMIRROR

Sabita Sukla

Abstract

2  

Sabita Sukla

Abstract

ଗଛ

ଗଛ

1 min
117


ହେ ଗଛ! ତୁମେ ଦେବତା ଦେଇ ଚାଲି ଥାଅ,

ବାୟୁ ମଣ୍ଡଳର ବିଷ ବିନାଶ କରାଅ।1।


ତୁମ ଠାରୁ ବନ୍ଧୁ ଆଉ ନାହିଁ ଏ ଜଗତେ,

ବିନା ସ୍ୱାର୍ଥରେ ସଭିଙ୍କୁ ହସାଅ ନିରତେ।2।


ତୁମ ବିନା ଏ ଜଗତ ସୃଷ୍ଟି ଅସମ୍ଭବ,

ତୁମ ଦାନ ତିଳେ ମାତ୍ର କଳି କେ ପାରିବ।3।


ତୁମ ସୁଶୀତଳ ଛାୟା ପଥିକ ଜାଣିଛି,

ମରମକୁ ବୁଝି ହୃଦେ ସ୍ଥାନଟି ଦେଇଛି।4।


ଅନ୍ୟ କ୍ଷୁଧା ନିବାରଣେ ଫଳକୁ ଦେଉଛ,

ଅନ୍ୟ ପାଇଁ ସମର୍ପିତ ପ୍ରାଣକୁ ଲଭିଛ।5।


ଶତ୍ରୁ ମିତ୍ର ଭେଦଭାବ ବିଚାର ନକରି,

ଫଳ ଛାୟା ଦାନେ ରତ କେ ତୁମର ସରି।6।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Abstract