STORYMIRROR

Sabita Sukla

Others

3  

Sabita Sukla

Others

ନାଗରିକ

ନାଗରିକ

1 min
176


ମୋ ଭାରତେ ଜନ୍ମ ନେଇ ଜୀବନ ସାର୍ଥକ,

ପଣ କରିଛି ମୋ ହୃଦେ ରଖିବି ତା ଟେକ।1।


ତା ମାଟି ପାଣି ପବନେ ମୋ ଶରୀର ଗଢା,

ତା ପାଇଁ ସୁନାଗରିକ ହେବି ମୁହିଁ ଲୋଡା।2।


ନାଗରିକ ହୋଇ ଜୀବନକୁ ବାଜି ଦେବି,

ଅସତ କାର୍ଯ୍ୟକୁ ସଦା ବିରୋଧ କରିବି।3।


ଆଉ କେତେ ନାଗରିକମାନଙ୍କୁ ଗଢିବି,

ଭଲ ମଣିଷଟେ ପାଇଁ ପ୍ରେରଣା ମୁଁ ଦେବି।4।


ଦୁଃଖୀରଙ୍କି ବିପଦରେ ସାହା ହେବି ମୁହିଁ,

ମୋ ଦେଶର ନାଗରିକ ହେବି ମୁଁ ବୋଲାଇ।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ