STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଗଜପତି

ଗଜପତି

1 min
32


ସେବାର ମୂର୍ତ୍ତିମନ୍ତ 

ପ୍ରତୀକ ପୁରୀ ଗଜପତି 

ଜଗନ୍ନାଥଙ୍କ ସେବକ ହିସାବରେ 

ପଚାଶ ବର୍ଷର ପୂର୍ତ୍ତି 

ଲାଗୁଛି ପୁରୀବାସୀଙ୍କୁ ସତେ ଯେମିତି 

ଖୁସିର ଦିନଟିଏ ଧରିଆସିଛି ଶ୍ରାବଣ ଏମିତି 

ପ୍ରତିଟି ରଥଯାତ୍ରାରେ ତାଙ୍କ 

ସେବା ନୀତିକାନ୍ତି 

ସରକାରଙ୍କ ସହ ସବୁ ସମୟରେ 

ସହମତି ସମ୍ପୃକ୍ତି 

ଉଦାହରଣ ସିଏ ସବୁ ଜନତାଙ୍କର 

ଏକାନ୍ତ ସମ୍ମାନୀୟ ସାଥି 

ଆଜିର ଏହି ଦିନରେ ସତୁରୀ ମସିହାରେ 

ସିଂହାସନ ଆରୋହଣ ନୀତି 

ମନେପକାଇଦିଏ ରାଜବାଟୀ ଓ ଜନତା 

ତଥା ମନ୍ଦିର ରୀତିନୀତି ଓ ସଂସ୍କୃତି 

ଆର୍ଶୀବାଦ ଢ଼ାଲନ୍ତୁ ଜଗନ୍ନାଥ 

କର୍ତ୍ତବ୍ୟ ସମ୍ପାଦନାରେ ଜଡିତ ଥାନ୍ତୁ ଏମିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract