STORYMIRROR

BANITA SAHU

Children

3  

BANITA SAHU

Children

ଗୀତରେ ଗୀତରେ ପାଠ

ଗୀତରେ ଗୀତରେ ପାଠ

1 min
212

୩×୧=୩ ବଜା ଭାଇ ଗିନି ା

୩×୨=୬ ପିଲେ ସତ କୁହ ା

୩×୩ = ୯ ଗୀତ ଗାଇବା ଆସ ା

୩×୪ = ୧୨ ଗୁରୁଜନଙ୍କୁ ନମସ୍କାର ାା

୩×୫ =୧୫ ପରିବେଶ ରଖିବା ସୁନ୍ଦର ା

୩×୬ = ୧୮ ହାତକୁ ରଖିବା ପରିଷ୍କାର ା

୩×୭ = ୨୧ ଖାଇବା ଆମେ ଆସନରେ ବସି ା

୩×୮ = ୨୪ ପଢିବା ଆମେ ମିଳିମିଶି ା

୩×୯ = ୨୭ ଖେଳିବା ଆମେ ହସିହସି ା

୩×୧୦ =୩୦ ଖୁସିରେ ରହିବା ସାଙ୍ଗସାଥି ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children