STORYMIRROR

Keshab Chandra Dash

Classics Fantasy Others

3  

Keshab Chandra Dash

Classics Fantasy Others

ଗୀତା ସମ୍ବଲପୁରୀ -୨ ଅଧ୍ୟାୟ

ଗୀତା ସମ୍ବଲପୁରୀ -୨ ଅଧ୍ୟାୟ

1 min
148

(ଅର୍ଜୁନର ସେନାକେ ବୁଲି ବୁଲି ଦେଖବାର ବିଷୟ)

ଶ୍ଳୋକ:୨୦,୨୧,୨୨,୨୩


ହେ ରଜା,


ଇତାର ପରେ କପିଧ୍ୱଜ ଅର୍ଜୁନ


ତାଙ୍କର ମୋର୍ଚ୍ଚା ସମ୍ଭାଲିକରି ରଖଲେ 


ଧୃତରାଷ୍ଟ୍ରର ବଂଧୁ ଆଉର ନିଜର ଲୋକ୍ ମାନକର୍ 


ସେନାକେ ଦେଖଲେ ।


ନିଜର ଧନୁବାନ୍ ସଜେଇକରି


ହୃଷିକେଶ ଶ୍ରୀକୃଷ୍ଣ ମହାରାଜ ସେ କହିଲେ ।


ହେ ଅଚ୍ୟୁତ , ତୁମେ ମୋର ରଥକେ


ଆଗକେ ନେ଼ଇ ଚାଲ


ଦୁହି ସେନାର ମଝିନୁ ଆନି


ଆମର ରଥ କେ ଠିଆ କର।


ଯେତ୍କି ବେଲ୍ ତକ୍ ମୁଇଁ ନାଇଁ ଦେଖମି


ସେ ଆଡର ଯୋଦ୍ଧା ମାନକୁ


ରଥକେ ଠିଆ କରିଥିବ ହେ ହରି ।


ଯେନ୍ ମାନକର ସାଂଗେ ମତେ 


ଲଡବାର ଅଛେ 


ସେମାନ କୁ ମୁଇଁ ଦେଖ ମି ଭଲକରି।


ଯେନ ଯେନ ରଜା ମାନେ ଲଢି ଆଇଛନ


ଦୁର୍ଯ୍ୟୋଧନର ସେନାକେ ଆସିକରି


ସେ ମାନକୁ ମୁଇଁ ଦେଖମି ଆଜି


ଇ ରଥେ ବସିକରି ।



Rate this content
Log in

Similar oriya poem from Classics