STORYMIRROR

Prasanna Kumar Madala

Abstract Inspirational

2  

Prasanna Kumar Madala

Abstract Inspirational

ଗହନ ରହସ୍ୟ

ଗହନ ରହସ୍ୟ

1 min
12.9K


ଚଢେଇଟି ବାଇ       ଦିନ ସାରା ଧାଇଁ

       ଖୋଜଇ ଆହାର ଉଡି

ଫେରି ଆସି ନୀଡେ   ପ୍ରିୟା ପାଶେ ଭିଡେ

       ପୀରତି ଭାବରେ ବୁଡି ।

ଖୋଲି କି ଗୁମର       ବୁଦ୍ଧିରେ ତୁମର

       ପ୍ରେମ କି ଜିନିଷ କହ

ସେ ଯେଉଁ ଗହନ       ରହସ୍ୟ ବହନ

       ଫିଟାଇ ଦେଖିବି ରହ ।


Rate this content
Log in

Similar oriya poem from Abstract