STORYMIRROR

Prabhati Mahapatra

Abstract Tragedy Others

2  

Prabhati Mahapatra

Abstract Tragedy Others

ଘେନ ନିବେଦନ

ଘେନ ନିବେଦନ

1 min
125

ଆହେ ଭୋଳାନାଥ କରିଲେ ଅନାଥ

କେଉଁ ରାଇଜକୁ ଯିିିବି

ଯେଉଁ ଆଡେ ଦେଖେ ଅନ୍ଧକାର ଦିିିଶେ

କୁୁହ ମୁଁ କାହାର ହେବି ।

ଅଜ୍ଞାନ ବେଳରେ ପିତା ମାତା କୋଳେ

ଚିିହ୍ନି ତ ନଥିଲି ତୁମେ

ଶୈଶବ ବାଳୁତ ମାୟାରେ ମୋହିତ

ଯୌବନ ଗଲା ମୋ ଭ୍ରମେ ।

କର୍ତ୍ତବ୍ୟ ଶିକୁଳି ପାଦକୁ ଆଗୁୁୁଳି

କଲା ଯେ ର୍ନିଜୀବ କାଠ

ଲୋଭ ପ୍ରଲୋଭନେ ବଶୀଭୂତ ମନ

ଭୂୂୂଲେ ପୂଜା ମନ୍ତ୍ର ପାଠ ।

କରୁଣା କରିିବ ଆହେ ମହାଦେବ

ଏଇ ମୋର ଅନ୍ତ କାଳେ

ତୁୁମ ନାମ ଧରି ଦିନ ଯାଉ ସରି

ସ୍ଥାନ ଦିଅ ପାଦ ତଳେ ।



Rate this content
Log in

Similar oriya poem from Abstract