STORYMIRROR

Devipriya Das

Drama Tragedy Action

3  

Devipriya Das

Drama Tragedy Action

ଗାନ୍ଧି ତମେ ଫେରି ଆସ

ଗାନ୍ଧି ତମେ ଫେରି ଆସ

1 min
271

ହେ ଜାତିର ପିତା ମହାତ୍ମା ଗାନ୍ଧୀ

ତମେ ଭାରତ ମାତା କୋଳରେ

ହୋଇଣ ଜନ୍ମ ଭାରତ ମାତା

ତମ ପାଇଁ ଆଜି ହୋଇ ଛି ପବିତ୍ର।

ତମ ଜୀବନ ଓ ଦର୍ଶନ ପାଇଁ

ଭାରତ ମାତା ବିିିିଶ୍ବ ଦରବାରରେ 

ହୋଇଛି ଭାରି ପ୍ରତିିଷ୍ଠିତ।

ଗାନ୍ଧି ତମେ ଥିଲ ଏ 

ପୂଣ୍ୟ ଭୂମି ଭାରତ ର

ଶାନ୍ତି,ମୈତ୍ରୀ ଓ ଅହିଂସା ର ପ୍ରତୀକ।

ତମ ଏ ଦର୍ଶନ ପାଇଁ ସମଗ୍ର

ବିଶ୍ଵ ର ଭାରତ ପୂଜିତ।

ସତ୍ୟ ଓ ଅହିଂସାର ଅସ୍ତ୍ରରେ 

ତମେ କରି ବିତାଡିତ ସେ

ଇଂରାଜୀ ସରକାରର ଵାହିିିିନି 

କୁ ରକ୍ଷା କରି ତାର ଶୋଷଣ ରୁ

ଦେଶକୁ କଣ ତମେ ସ୍ବାଧୀନ।

ସ୍ବାଧୀନ ଭାରତ କୁ ଯେଉଁ

ରାମରାଜ୍ୟ ରେ ପରିଣତ କରିବା

ପାଇଁ ଦେଖିଥିଲ ଯେଉଁ  ସପନ।

ତାହା ହୋଇ ରହିଛି

ହେ ଗାନ୍ଧୀ ଅପୂରଣୀୟ।

ଏବେ ଯେଉଁ ଆଡେ ଦେଖିଲେ

ଖାଲି ଅନ୍ୟାୟ ଅତ୍ୟାଚାର ଓ ଭଷ୍ଟାଚାର

ଓ ଅଧର୍ମ ଓ ଦୁର୍ନୀତିିିି ମାଳମାଳ।

ହେ ଗାନ୍ଧୀ ତମେ ଆଉଥରେ

ନିଅ ଭାରତ ମାଟିରେ ଜନ୍ମ।

ଆଉ ଭାରତ କୁ ନିପାତ କରି

ଏ ଅନ୍ୟାୟ ଓ ଅତ୍ୟାଚାର ର।

ସଫଳ କର ତମ ସପନ

ଭାରତ କୁ କରି ପରିଣତ 

ରାମରାଜ୍ୟ ରେ।

ହେ ଗାନ୍ଧୀ ତମେ ଆଉଥରେ ଆସ ଫେେରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama