Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance

3  

Satyanarayan Sahoo

Romance

ଗାଁ ରେ ଥିବା ବେଳେ ଖୁସି

ଗାଁ ରେ ଥିବା ବେଳେ ଖୁସି

1 min
197


ଖୁସି ଲାଗେ ଆମ ଗାଁ  ପରିବେଶ  

ତୋଟା ମାଳ ବନ ବିଲ  

ନଈ ପଠା ବାଡି ବଗିଚା ଓ ପାର୍କ

 ଅଞ୍ଚଳରେ କୌତୁହଳ ।


 ସୃଷ୍ଟି କରି ଦିଏ ନିତ୍ୟେ ଶିକ୍ଷା ପାଇଁ

 ବ୍ୟବହାର ହେଇଥାଏ

ମନ ଖୋଲି କଥା କହିଲେ କି ମଜା

ଲାଗେ ଅପାର ଗାଆଁରେ ।


ନିତି ନିତି ଦେଖୁ ଥାଇ ସେ ଅନେକ

ସମୟରେ ବହୁ ଲୋକ

ବେଢ଼ି ଯାଇଥାନ୍ତି ପୂଜା ପର୍ବ ପାଇଁ

ଗାଁଆ ଠାକୁରମାନଙ୍କ ।


ପୁଣି କେତ ବେଳେ ଗ୍ରାମ ଦେବତୀଙ୍କ

ହୋଇ ଥାଏ ଉପାସନା

ଭକ୍ତି ଭାବ ଢାଳି ଚଢ଼ାଅନ୍ତି ବଳି

ଛେଳି  ମେଣ୍ଢା ଓ କୁକୁଡା ।


ମରା ଯାଇ ଥାଏ ନାନା ମତେ ନାନା

 ପ୍ରକାର ବ୍ୟବସ୍ଥା ହୁଏ

କେତେ ଖୁସି ଲାଗେ ଆମ ଗାଁ ପାଖ

ମଉଜରେ ବେଳ କଟେ ।



Rate this content
Log in

Similar oriya poem from Romance