STORYMIRROR

Banishree Upadhyaya

Classics

3  

Banishree Upadhyaya

Classics

ଗାଁ ର ମମତା

ଗାଁ ର ମମତା

1 min
12.1K

ବିଦେଶୀ ଟୋକା ଆଜି ଗ୍ରାମ କୁ ଫେରୁଛି

ମାସ୍କ ପିିିନ୍ଧି ଗାାଁ ମୁଁହା ହୋୋହୋଇ ଭାରି ହସୁଛି 

ବଳଦ ଭଳି ତୁୁଣ୍ଡି ପିନ୍ଧ ମାଡି ଆସୁୁଛି ଜନମଭୁଇଁ କି 

ଭୁଲି ଯାଇଥିଲି ସେ ଜନ୍ମଭୂମିକୁ 

ଏବେ କରୋନା ଡରରେେ ମାଡିଆସୁୁଛି 

ନିଜ ପଇତ୍ତ୍ରୁକ ଜନମ ଭୁଇଁ କି ଭୁୁଲି

ଦିନେ କହୁୁଥିଲା ବିଦେଶ ମୋ ଘର

ମାତୃ ଭାଷା ଭୁଲି କହୁଥିଲା ଇଂରାଜୀ ଭସ ଭାସ 

ବୁଟ୍ କୋଟ ସୁଟ ପିନ୍ଧ ଦେଖାଉଥିିଲା ବିଦେଶୀ ଅଫିସର 

ଖିରି ପୁରିଖେଚୁଡି ଛାଡି ଖାଉଥିଲା ମାଉଂସ ସୁୁୁପ

ଏବେ କହୁଅଛି ବିଦେଶମୋଟେ ନୁୁୁହେଁ ଭଲ 

ମୋ ମତୃ ଭାଷା ମୋ ଗାାଁ ଦାଣ୍ଡ ସବୁଠୁ ଭଲ

ମୁଁ ଓଡିଆ ମୋ ଖାଦିଅ ବଢିଆ ପଖାଳ ସଙ୍ଗେ

ବଡି ସାଗ ସୁୁଖୁଆ  

କରୋନା ଏବେ ଶିକ୍ଷାାଇଲା ଗାଁ ବଢିିଆ

ସବୁୁଠୁ ସୁନ୍ଦର ସବୁଠୁ ମଧୁର ଜନ୍ମ 

ଭୂମି ଓଡିଶା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics