STORYMIRROR

pawan Mohakul

Romance

2  

pawan Mohakul

Romance

ଏତେ ଭଲ ପାଏ ବୋଲି

ଏତେ ଭଲ ପାଏ ବୋଲି

1 min
181

ତୁମକୁ ଦେଖିନି ଅନେକ ଦିନରୁ 

ତୁମେ ରହିଅଛ ଦୂରେ ।


ଅବୁଝା ହୃଦୟ ବୁଝୁନାହିଁ ଜମା 

ହୃଦୟ ଆଜି ବି ଝୁରେ ।


ମନେ କି ପଡୁନି ମୋ କଥା ଟିକିଏ

କେମିତି ରହିଛ ଭୁଲି ।


କାଢି ମୁଁ ପାରୁନି ହୃଦୟୁ ତୁମକୁ

ଏତେ ଭଲ ପାଏ ବୋଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance