STORYMIRROR

Neelima Nivedita Behera

Romance

1  

Neelima Nivedita Behera

Romance

ଏଣୁତେଣୁ - ୨୦୧୭(୧୩)

ଏଣୁତେଣୁ - ୨୦୧୭(୧୩)

1 min
2.5K


ପରଶ ପାଇଁ ଲୋଡ଼ା ନଥିଲା

ହାତ, ଆଖି କିମ୍ବା ଓଠର ଦୁଇ ପାଖୁଡ଼ା

ଆକାଶରେ ଥାଇ ବି

ଜହ୍ନ ମୋତେ ବାରବାର ଛୁଉଁଥିଲା

କେବେ ମୋ ମୁଦ୍ରିତ ଆଖିରେ

ଆଉ କେବେ ବରଷାଇ ଶୀତଳ ଜୋଛନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance