STORYMIRROR

Pramod kumar Biswal

Abstract

2  

Pramod kumar Biswal

Abstract

ଏମିତି କାହିଁକି ହୁଏ

ଏମିତି କାହିଁକି ହୁଏ

1 min
354

  ଏମିତି କାହିଁକି ହୁଏ

ମନକୁ ଯେତେ ମୁଁ ସମ୍ଭାଳି ରଖିଲେ ନେଇଯାଏ ତାକୁ କିଏ,ଭଲ ପାଇ ଫୁଣି ଧୋକା ଦେଇଯାଏ ଏମିତି କାହିଁକି ହୁଏ।

ଜୀବନଠୁ ବେଶୀ ଦୁନିଆଁଠୁ ବେଶୀ ଯାହାକୁ ଶେ ଭଲ ପାଏ,ଶେଷ କରିବାକୁ ହାତ ଉଠିଯାଏ ଏମିତି କାହିଁକି ହୁଏ।

ଧୋକା ପରେ ଫୁଣି ପ୍ରତିଶୋଧ ନିଆଁ ତାମନରେ ଭରିଦିଏ,ଭଲ ପାଇ ଫୁଣି ପ୍ରତିଶୋଧ ନିଏ ଏମିତି କାହିଁକି ହୁଏ।

ନେଇଥିବି ଯେତେ ସ୍ନେହ ଉପହାର ଆପେ ଆପେ ଭାଙ୍ଗିଯାଏ,ସବୁଭୁଲିଯାଇ ଦୁନିଆଁ ଆଗରେ କଳଂକିତ ହୁଏ ଏମିତି କାହିଁକି ହୁଏ।

କେହି ବୁଝନ୍ତିନି ପ୍ରେମର ଅସ୍ତିତ୍ବ ପ୍ରେମ ତାଙ୍କ ହାରିଯାଏ,ଜିତିବାକୁ ଯାଇ ହାରିଯାଏ ପ୍ରେମ ଏମିତି କାହିଁକି ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract