STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଏକୋଇଶୀ 'କ' ପଣକିଆ ଗୀତ

ଏକୋଇଶୀ 'କ' ପଣକିଆ ଗୀତ

1 min
251

ଏକୋଇଶୀ  ଏକେ  ଏକୋଇଶୀ,

ଟି.ଭି  ଦେଖୁଛୁ  କିଆଁ  ରାମ  ବସି  l


ଏକୋଇଶୀ  ଦୁଗୁଣେ  ବୟlଳଶୀ,

ଦାନ୍ତ ଦେଖlନି  ତୁ  ଆଉ  ବେଶୀ  l


ଏକୋଇଶୀ  ତିରିକି  ତେଷଠି,

ରାତିଦିନ ଖାଲି  ଦେଖୁଥା  ବସି  l


ଏକୋଇଶୀ  ଚଉକୁ  ଚଉରାଅଶୀ,

କହିଦେଲେ  କିଆଁ   ଯାଉଛୁ  ଋଷି  l


ଏକୋଇଶୀ  ପଞ୍ଚା  ଶହେ - ପାଞ୍ଚ,

 କହିଦେଲେ  କିଏ  ଧରୁଛୁ  ଖେଞ୍ଚ l


ଏକୋଇଶୀ  ଷୋକୋ  ଶହେ - ଛବିଶି,

କୋ  ସିନେମାରେ  ଯାଉନୁ   ମିଶି  l


ଏକୋଇଶି  ସତା  ଶହେ  ସତ -ଚାଳସି

ଗୋଟେ ଚାପୁଡ଼ା  ଗାଲକୁ  ଦେବି  କସି  l


ଏକୋଇଶୀ  ଅଷ୍ଟା  ଶହେ - ଅଠଷଠି

ତୋ  ଜୀବନ   ହୋଇଯିବରେ  ମାଟି l


ଏକୋଇଶୀ  ନୂଆଁ  ଶହେ - ଅଣାନବେ,

ଟି. ଭି  ଦେଖା  ତୁ  ଛାଡ଼ିବୁ  କେବେ  l


ଏକୋଇଶୀ  ଦଶା  ଦୁଇ ଶହ - ଦଶ,

ଭବିଷ୍ୟତ  ତୋର   ହୋଇବ  ନାଶ l 


Rate this content
Log in

Similar oriya poem from Inspirational