STORYMIRROR

Lunar Das

Romance Others

4  

Lunar Das

Romance Others

ଏକ୍ଳା ବେଳାରେ

ଏକ୍ଳା ବେଳାରେ

1 min
12

ଅନୁରାଗଟା ଯଦି କେବଳ

ଅସ୍ତିତ୍ବ ହୀନ ଦୁଇପଦ କଥାରେ

ସୀମିତ ଥାଆନ୍ତା,

ତେବେ ତୁମେ

ଶୂନ୍ୟତାରେ କାହାଆଡ଼େ

ହାତ ବଢ଼ାଉନଥାନ୍ତ...........।


ମୁଁ ଜାଣିଛି ତୁମକୁ

ତୁମେ ଅମାବାସ୍ୟାରେ

ମୋତେ ହିଁ ଖୋଜ

ମୋ ଦୂରତ୍ୱର ଲମ୍ବା ଗାରକୁ ଲିଭାଇ

ଛୋଟ କରିଦିଅ,

ଏତେ ଛୋଟ ଯେ

ତୁମର ନିଶ୍ୱାସକୁ ବାରିହେଲାପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance