Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଏଇତ, ଜୀବନର ପଥ

ଏଇତ, ଜୀବନର ପଥ

1 min
141



ଅସ୍ତିତ୍ୱ ଅଛି,

ସ୍ଵାଭିମାନ ଅଛି, 

ସମ୍ମାନ ପାଇଁ ଇଛା ଅଛି,

ହୃଦୟରେ ସରଳ ହେବାର ଇଛା ଅଛି,

କିନ୍ତୁ ଦୃଷ୍ଟ ହୁଏ କେତେ ରକମର ଅଙ୍କ, 

କେତେ ଦୃଶ୍ୟର ରଂଗ,

ନିଜ ଇଚ୍ଛାରେ ପାଗଳ ହେବା,

କିନ୍ତୁ ସହଜ ନୁହେଁ,

କାରଣ ମୁଁ ଏକ ସାମାଜିକ ପ୍ରାଣୀ,

ଅମାନିଆ ହୋଇ ପାରିବିନି,

ବାଧ୍ୟବାଧକତାରେ ମାନିବାକୁ ପଡିବ,

ବାହାନା ଖୋଜିଲେ,

ଛଳନା ଖୋଜିବାକୁ ପଡିବ,

ଗାଇବାକୁ ପଡ଼ିବ,

ବେସୁରା ରାଗର ସଙ୍ଗୀତ,

ଜୀବନର ପଥ,

ତାର ଶେଷଦୃଶ୍ୟ ପର୍ଯ୍ୟନ୍ତ,

ପଡିବ,

ଉଠିବ,

ନଚେତ୍,

ଭଙ୍ଗାରୁଜାରେ ହେବ ପରିଣତ |


ସରଳ ଦୟାବାନ ହେବା,

ନୃଶଂସଟିଏ ହେବା,

ସରବ ପଥ,

କଳାର ଜଗତ,

କାନ୍ଦିବା ପରି,

ହସିବା ପରି, 

ରୁଷିବା ପରି,

ସାଧନାର ଅବଧି,

ନାହିଁ ତାର ଅନ୍ତ,

ନୁହଁ ବି ଏକାନ୍ତ,

ଏଇତ,

ଜୀବନର ପଥ |


Rate this content
Log in

Similar oriya poem from Abstract