Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SURESH MOHAPATRA

Children

3  

SURESH MOHAPATRA

Children

ଏଇତ ଜୀବନ

ଏଇତ ଜୀବନ

1 min
246


କର୍ମର ଅର୍ଘ୍ୟ ଜାଳି 

ସ୍ୱାର୍ଥକତାର ପ୍ରଦୀପ

ପ୍ରସ୍ଫୁଟିତ କରେ ଭବିଷ୍ୟତ !!

ପ୍ରଥମ ସିଡିର ସମର୍ପଣ

ଦିଏ ପାହାଡ଼ ଶିଖରର ଶେଷ ଉନ୍ମାଦନା !!

କବିଟିର ଅନ୍ତରର ବିଭୋଳତା ଗୁନ୍ଥି ଦିଏ

 ନବ ସୃଜନାତ୍ମକ କବିତା !

ଏଇତ ଜୀବନ !


ପ୍ରତି ପାଦ ଚିହ୍ନରେ ଲେଖା 

ଅଗନ୍ତୁକ ଜୀବନ ରାଜ ରାସ୍ତାର ନାଟକ !

କୁନି ହାତ ଥରା ସିଲଟର ସ୍ପର୍ଶ ।

ଗଢିଦିଏ କେବେ ଦେଶର ଭବିଷ୍ୟ ।

ବିଜଟିଏ ଆଖିବୁଜି ମାଟିର ଚଦର ଟାଣି ।

ଶୋଇଥାଏ ,ମାଟିର ଗର୍ଭେ ।

କିଛିଦିନ ପରେ .....

ମୁଣ୍ଡଟେକି ଠିଆହୁଏ ପ୍ରତି ନିଃଶ୍ୱାସର

 ବିଶ୍ୱାସ ଜନ୍ମାଇ।

ଏଇତ ଜୀବନ !



Rate this content
Log in

Similar oriya poem from Children